ବଲିଉଡ୍ରେ ଡେବ୍ୟୁ କରିବେ ସୁହାନା ଖାନ୍, ଜୋୟା ଅଖ୍ତରଙ୍କ ଫିଲ୍ମରେ ଆସିବେ ନଜର !
ନୂଆଦିଲ୍ଲୀ ୦୮।୦୨ : ଶାହାରୁଖ୍ ଓ ଗୌରୀଙ୍କ ଲାଡଲୀ ସୁହାନା ଏବେ ବଲିଉଡ୍ରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି । ବାପାଙ୍କ ପରେ ସେ ଏବେ ବଲିଉଡ୍ରେ ନିଜର ଜଲଓ୍ବା ଦେଖାଇବେ। ତାଙ୍କର ସୋସିଆଲ ମିଡିଆରେ ଫ୍ୟାନ୍ ଫଲୋର୍ସଙ୍କ ଧାଡି ଲମ୍ବିଛି । ଅନେକ ଦିନ ହେବ ସୁହାନାଙ୍କର ବଲିଉଡ୍କୁ ନେଇ ଚର୍ଚ୍ଚା ଲାଗି ରହିଥିଲା । ସେ ମଧ୍ୟ ବଲିଉଡ୍ରେ ଖୁବ୍ ଶୀଘ୍ର ଡେବ୍ୟୁ କରିବେ । ତାହା ବର୍ତ୍ତମାନ ସ୍ପଷ୍ଟ ହୋଇଛି। ତେବେ ନିକଟରେ ସୁହାନା […]