କ୍ୟାଚ୍ ଧରିପାରିଲେନି ଭୁବନେଶ୍ୱର କୁମାର, ରାଗରେ ବଲକୁ ଗୋଇଠା ମାରିଲେ ରୋହିତ…
ନୂଆଦିଲ୍ଲୀ, ୧୯।୦୨ : ଭାରତ ଏବଂ ଓ୍ୱେଷ୍ଟ ଇଣ୍ଡିଜ ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ଟି୨୦ରେ ରୋମାଞ୍ଚକର ବିଜୟ ହାସଲ କରିଛି ଭାରତ । କିନ୍ତୁ ମୁକାବିଲାରେ ଭାରତର ଫିଲ୍ଡିଂ ସେତେଟା ଖାସ ନଥିଲା । ଦଳ ମ୍ୟାଚରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ କ୍ୟାଚ୍ ଛାଡିଥିଲା । ଦଳର ଦମଦାର ବୋଲର ଭୁବନେଶ୍ୱର କୁମାର ଏକ କ୍ୟାଚ୍ ଛାଡିଥିଲେ । ଯାହାକୁ ନେଇ ଅଧିନାୟକ ରୋହିତ ଶର୍ମା ରାଗି ଯାଇଥିଲେ । ଇଣ୍ଡିଜ ଇନିଂସର ୧୬ ତମ ଓଭରରେ ବୋଲିଂ […]