ଅରୁଣା ଇରାନୀଙ୍କୁ ସ୍ୱାମୀ ଦେଇଥିଲେ ଧୋକା, ବିବାହର ୩୨ ବର୍ଷ ପରେ ଅଭିନେତ୍ରୀ କଲେ ଖୁଲାସା
ମୁମ୍ବାଇ ୨୧।୦୨ : ହିନ୍ଦୀ ସିନେମାର ଜଣାଶୁଣା ଅଭିନେତ୍ରୀ ଅରୁଣା ଇରାନୀ । ୮୦ ଓ ୯୦ ଦଶକର ଅଭିନେତ୍ରୀ ଅରୁଣା ନିଜ ଅଭିନୟରେ ଲକ୍ଷ ଲକ୍ଷ ଦର୍ଶକଙ୍କ ହୃଦୟରେ ରାଜ୍ କରୁଥିଲେ । ୧୯୯୦ରେ ଅରୁଣା ଫିଲ୍ମ ନିର୍ଦ୍ଦେଶକ କୁକୁ କୋହଲିଙ୍କୁ ବିବାହ କରିଥିଲେ। ବିବାହର ୩୨ ବର୍ଷ ପରେ ଅରୁଣା ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଖୁଲାସା କରିଛନ୍ତି । ଯାହା ବିଷୟରେ ଆଜି ଯାଏଁ କାହାରିକୁ କୌଣସି ଧାରଣା ନଥିଲା । ଅରୁଣା […]