‘ଗଙ୍ଗୁବାଇ କାଠିଆୱାଡି’ ଫିଲ୍ମର ମଜାକ୍ ଉଡାଇଲେ KRK, ଫିଲ୍ମ ଦେଖିବା ପୂର୍ବରୁ ପକେଟ୍ରେ ରଖିଲେ ପେନକିଲର
ନୂଆଦିଲ୍ଳୀ ୨୫।୦୨: ଆଲିଆ ଭଟ୍ଟଙ୍କ ଚଳଚ୍ଚିତ୍ର ଗାଙ୍ଗୁବାଇ କାଠିଆୱାଡି ଆଜି ପ୍ରେକ୍ଷାଳୟରେ ରିଲିଜ୍ ହେବ। ନିଜକୁ ସବୁଠୁ ବଡ ସମାଲୋଚକ ତଥା କ୍ରିଟିକ୍ ବୋଲି କହୁଥିବା କମଲ ଆର ଖାନ ତଥା କେଆରକେ ଏହି ଫିଲ୍ମକୁ ଦେଖିବା ମାତ୍ରେ ଟ୍ୱିଟରରେ ଟ୍ୱିଟ କରିବା ଆରମ୍ଭ କରିଛନ୍ତି। ଏହାକୁ ନେଇ ଏକ ଭିଡିଓ ସେୟାର କରି କେଆରକେ ଆଲିଆ ଭଟ୍ଟଙ୍କ ଫିଲ୍ମର ପ୍ରଥମ ଭାଗକୁ ମୁଣ୍ଡବିନ୍ଧା ବୋଲି କହି ବର୍ଣ୍ଣନା କରିଛନ୍ତି। ଏହା ବ୍ୟତୀତ କେଆରକେ ଗଙ୍ଗୁବାଇ କାଠିଆୱାଡି […]