ଦେଶର ସ୍ଥିତି ଦେଖି ଭାବପ୍ରବଣ ହେଲେ ୟୁକ୍ରେନ ଫୁଟବଲର ରୁସଲାନ୍, ଯୁଦ୍ଧ ଟାଳିବାକୁ ହାତ ଯୋଡି କଲେ ଅନୁରୋଧ
ନୂଆଦିଲ୍ଳୀ ୨୬।୦୨ : ଋଷ୍ ଓ ୟୁକ୍ରେନ୍ ମଧ୍ୟରେ ଘମାଘୋଟ୍ ଲଢ଼େଇ ଜାରି ରହିଛି। ରୁଷ୍-ୟୁକ୍ରେନ୍ ମଧ୍ୟ ଚାଲିଥିବା ଆକ୍ରମଣକୁ ସମଗ୍ର ବିଶ୍ୱରେ ନିନ୍ଦା କରାଯାଉଛି। ଏଭଳି ଏହି ପରିସ୍ଥିତିକୁ ଦେଖି ହଲିଉଡ୍ ବଲିଉଡ୍ ଜଗତରେ ସମସ୍ତେ ସୋସିଆଲ୍ ମିଡିଆରେ ଫଟୋ ସେୟାର କରି ବନ୍ଦ କରିବାକୁ ଅନୁରୋଧ କରୁଛନ୍ତି । ହେଲେ ବର୍ତ୍ତମାନ କ୍ରୀଡ଼ା ଜଗତର ଲୋକପ୍ରିୟ ଖେଳାଳି ମଧ୍ୟ ଏହି ଯୁଦ୍ଧକୁ ଶେଷ କରିବାକୁ ଅପିଲ୍ କରୁଛନ୍ତି। ୟୁରୋପା ଲିଗରେ ଖେଳୁଥିବା ୟୁକ୍ରେନ୍ ଫୁଟବଲର୍ […]