ଅନ୍ଲାଇନ୍ ଗେମ୍ ନେଲା ଜୀବନ, ୧୦ ହଜାର ହରାଇବାରୁ ଝୁଲିପଡ଼ିଲେ ଯୁବକ
ଆଳି, ୦୫।୦୭: ଗେମ୍ ଖେଳିବା ବେଳେ ୧୦,୦୦୦ ଟଙ୍କା ହାରିଯିବାରୁ ଯୁବକଙ୍କ ଆତ୍ମହତ୍ୟା l ଏମିତି ଘଟଣା ଘଟିଛି ଆଳି ଥାନା ଅନ୍ତର୍ଗତ ମାନପୁର ଗ୍ରାମରେ l ମୃତ ଯୁବକ ହେଲେ ଆଶିଷ କୁମାର ଦାସ l ଆଶିଷ ଅନଲାଇନରେ ଗେମ୍ ଖେଳିବା ବେଳେ ୧୦ ହଜାର ଟଙ୍କା ହାରିଯିବାରୁ ମ୍ରିୟମାଣ ହୋଇ ଫ୍ୟାନରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଛନ୍ତି l ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ ଆଶିଷ ଘର କବାଟ ଭିତରୁ ବନ୍ଦ କରି ଫ୍ୟାନରେ […]