ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

୩ବର୍ଷ ପରେ ରାଜ୍ୟକୁ ଫେରିଲା କଲେରା: ୫ବର୍ଷରେ ଡାଇରିଆରେ ଯାଇଛି ୪୩୦ ଜୀବନ

ଭୁବନେଶ୍ବର: ରାୟଗଡ଼ାର କାଶୀପୁର ସମେତ ୭ଟି ଜିଲ୍ଲାରେ ଏବେ ଡାଇରିଆ ବ୍ୟାପିବାରେ ଲାଗିଛି। ନିକଟ‌ରେ ସ୍ବାସ୍ଥ୍ୟମନ୍ତ୍ରୀ ବିଧାନସଭାରେ ଦେଇଥିବା ସୂଚନା ଅନୁସାରେ ରାଜ୍ୟରେ ଚଳିତବର୍ଷ ୪୩୨ଜଣ ଡାଇରିଆରେ ଆକ୍ରାନ୍ତ ଥିବା ବେଳେ ୧୭ଜଣଙ୍କ ମୃତ୍ୟୁ ହୋଇଛି। କିନ୍ତୁ ୩ବର୍ଷର ବ୍ୟବଧାନ ପରେ ରାଜ୍ୟରେ ପୁଣିଥରେ କଲେରା(ହଇଜା) ଚିହ୍ନଟ ହୋଇଛି। ୨୦୧୯ ମସିହାରେ ରାଜ୍ୟରେ ଏଥିରେ ୯ଜଣ ଆକ୍ରାନ୍ତ ହୋଇଥିଲେ। କିନ୍ତୁ ଜଣେ ହେଲେ ବି ପ୍ରାଣ ହରାଇ ନଥିଲେ। ଚଳିତବର୍ଷ କାଶୀପୁରରେ ଏକାଧିକ ବ୍ୟକ୍ତି କଲେରାରେ ଆକ୍ରାନ୍ତ […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ନିଶାମୁକ୍ତ କ୍ୟାମ୍ପସ କେବେ? କଲେଜଗୁଡ଼ିକୁ ନିର୍ଦ୍ଦେଶ ଦେଲା ଉଚ୍ଚଶିକ୍ଷା ବିଭାଗ

ଭୁବନେଶ୍ବର: ଉଚ୍ଚଶିକ୍ଷା ବିଭାଗ ଅଧୀନ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟ କ୍ୟାମ୍ପସ ଏବେ ସୁଦ୍ଧା ତମାଖୁମୁକ୍ତ ହୋଇପାରି ନାହିଁ। ସବୁଠି ବେଧଡ଼କ ଭାବେ ନିଶା ସେବନ ଚାଲିଛି। ପ୍ରଫେସରଙ୍କଠାରୁ ଆରମ୍ଭ କରି ଛାତ୍ରଛାତ୍ରୀଙ୍କ ପର୍ଯ୍ୟନ୍ତ, ସମସ୍ତେ ନିଶା କବଳରେ ପଡ଼ୁଛନ୍ତି। ଆଗରୁ ଛାତ୍ରଛାତ୍ରୀ ତମାଖୁ ଓ ମଦ୍ୟପାନ ପରି ନିଶା ସହ ଅଭ୍ୟସ୍ତ ହେଉଥିଲେ। ମାତ୍ର ଏବେ ଡ୍ରଗ୍ସ ମୋହରେ ବି ପଡ଼ିଲେଣି। ବହୁ ଯୁବପିଢ଼ି ଏଭଳି ଖରାପ ରାସ୍ତାକୁ ଯିବା ଦ୍ବାରା କ୍ୟାମ୍ପସରେ ଅପରାଧିକ କାର୍ଯ୍ୟକଳାପ ମଧ୍ୟ […]

ମନୋରଞ୍ଜନ ରାଜ୍ୟ

୧୭ ପର୍ଯ୍ୟନ୍ତ ବଢ଼ିଲା ବର୍ଷାଙ୍କ ଅନ୍ତରୀଣ ସୁରକ୍ଷା

କଟକ : ସାଂସଦ ଅନୁଭବ ମହାନ୍ତିଙ୍କ ସହଯୋଗୀ ସୁଜିତ ଦଳାଇଙ୍କ ବିରୋଧରେ ଜାତିଆଣ ମନ୍ତବ୍ୟ ମାମଲାରେ ବର୍ଷା ପ୍ରିୟଦର୍ଶିନୀଙ୍କ ଅନ୍ତରୀଣ ସୁରକ୍ଷା ଅଗଷ୍ଟ ୧୭ ପର୍ଯ୍ୟନ୍ତ ବୃଦ୍ଧି ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ବର୍ଷା ଓ ଅନ୍ୟ ଦୁଇ ଜଣଙ୍କ ଆଗୁଆ ଜାମିନ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ବର୍ଷାଙ୍କ ତରଫରୁ ଆଇନଜୀବୀ ସୁଜାତା ଜେନା ମାମଲା ପରିଚାଳନା କରୁଛନ୍ତି।

ଅପରାଧ ରାଜ୍ୟ

ଜମିଜମା ବିବାଦରୁ ସଂଘବଦ୍ଧ ହତ୍ୟା

ପୋଲସରା : ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅଧୀନ ପାଣ୍ଡିରିପଡ଼ା ପଞ୍ଚାୟତ ପାତାଳସିଙ୍ଗି ଗ୍ରାମରେ ଜମିଜମା ବିବାଦକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଘଟିଛି। ମୃତକଜଣକ ହେଲେ, ପଞ୍ଚୁ ସାହୁ (୫୫)। ପଞ୍ଚୁ ଆଜି ନିଜ ଜମିରେ ଚାଷ କରୁଥିବା ସମୟରେ ଗ୍ରାମର ସୁବଳ ସାହୁ ଓ ତାଙ୍କର ୩ ପୁଅ ମନୋଜ, ଶଙ୍କର ଓ ସୁମନ୍ତ ସେଠାରେ ପହଞ୍ଚିଥିଲେ। ତେବେ ପଞ୍ଚୁ କିଛି ପଚାରିବା ଆଗରୁ ସେମାନେ ସଂଘବଦ୍ଧ ଭା‌ବେ ଟାଙ୍ଗିଆ, କାତି ଓ ହାତୁଡ଼ିରେ ଆକ୍ରମଣ […]

ମନୋରଞ୍ଜନ ରାଜ୍ୟ

୧୭ ପର୍ଯ୍ୟନ୍ତ ବଢ଼ିଲା ବର୍ଷାଙ୍କ ଅନ୍ତରୀଣ ସୁରକ୍ଷା

କଟକ : ସାଂସଦ ଅନୁଭବ ମହାନ୍ତିଙ୍କ ସହଯୋଗୀ ସୁଜିତ ଦଳାଇଙ୍କ ବିରୋଧରେ ଜାତିଆଣ ମନ୍ତବ୍ୟ ମାମଲାରେ ବର୍ଷା ପ୍ରିୟଦର୍ଶିନୀଙ୍କ ଅନ୍ତରୀଣ ସୁରକ୍ଷା ଅଗଷ୍ଟ ୧୭ ପର୍ଯ୍ୟନ୍ତ ବୃଦ୍ଧି ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ବର୍ଷା ଓ ଅନ୍ୟ ଦୁଇ ଜଣଙ୍କ ଆଗୁଆ ଜାମିନ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ବର୍ଷାଙ୍କ ତରଫରୁ ଆଇନଜୀବୀ ସୁଜାତା ଜେନା ମାମଲା ପରିଚାଳନା କରୁଛନ୍ତି।

ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

୧୧ରୁ ଯୁକ୍ତ୩ ନାମଲେଖା ପ୍ରକ୍ରିୟା

ଭୁବନେଶ୍ବର : ଉଚ୍ଚଶିକ୍ଷା ବିଭାଗ ଅଧୀନ ସ୍ବୟଂଶାସିତ ଓ ଡିଗ୍ରି ମହାବିଦ୍ୟାଳୟରେ ସ୍ନାତକ(ଯୁକ୍ତ୩) ପାଠ୍ୟକ୍ରମରେ ନାମଲେଖା ଲାଗି ଆସନ୍ତା ୧୧ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ଛାତ୍ରଛାତ୍ରୀ ସାମ୍‌ସ ୱେବସାଇଟ୍‌ www.samsodisha.gov.in ମାଧ୍ୟମରେ କମନ୍‌ ଆପ୍ଲିକେସନ ଫର୍ମ(ସିଏଏଫ୍‌) ପୂରଣ କରି ଅଗଷ୍ଟ ୨୫ ପର୍ଯ୍ୟନ୍ତ ଆବେଦନ କରିପାରିବେ। ଅଗଷ୍ଟ ୩୧ରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ ଏବଂ ସେପ୍ଟେମ୍ବର ୨ରୁ ୫ ମଧ୍ୟରେ ଯୋଗ୍ୟ ଛାତ୍ରଛାତ୍ରୀଙ୍କ ନାମଲେଖା ହେବ। ନାମ ଲେଖାଇଥିବା ଛାତ୍ରଛାତ୍ରୀ […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ଏଣିକି ତ୍ରୈମାସିକ ପରୀକ୍ଷା: ଛାତ୍ରଛାତ୍ରୀମାନେ ବର୍ଷକୁ ୩ଟି ପରୀକ୍ଷା ଦେବା ବାଧ୍ୟତାମୂଳକ

ଭୁବନେଶ୍ବର : ଏଣିକି ଯୁକ୍ତ୨ ଛାତ୍ରଛାତ୍ରୀଙ୍କୁ ତ୍ରୈମାସିକ ପରୀକ୍ଷା ଦେବାକୁ ପଡ଼ିବ। ପ୍ରତି ତିନି ମାସରେ ଛାତ୍ରଛାତ୍ରୀ ଗୋଟିଏ ଲେଖାଏ ପରୀକ୍ଷାର ସମ୍ମୁଖୀନ ହେବେ। ଅର୍ଥାତ୍‌ ବର୍ଷକୁ ୩ଟି ପରୀକ୍ଷା ଦେବା ବାଧ୍ୟତାମୂଳକ। ଯଦି କୌଣସି ପରୀକ୍ଷାର୍ଥୀ ଏହି ପରୀକ୍ଷାଗୁଡ଼ିକରେ ଅଂଶଗ୍ରହଣ ନ କରନ୍ତି ‌ତେବେ ସେମାନେ ମୁଖ୍ୟ ପରୀକ୍ଷାରେ ଭାଗ ନେଇପାରିବେ ନାହିଁ। କରୋନା ପାଇଁ ଗତ ଶିକ୍ଷାବର୍ଷରେ ଆରମ୍ଭ ହୋଇଥିବା ଏଭଳି ଢାଞ୍ଚାକୁ ୨୦୨୨-୨୩ ଶିକ୍ଷାବର୍ଷରେ ମଧ୍ୟ ଲାଗୁ କରିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା […]

ଧର୍ମ ରାଜ୍ୟ

ଶ୍ରୀମନ୍ଦିରରେ ୪୦ ବର୍ଷ ହେଲା ପାଳନ ହୋଇନି ଶମ୍ଭୁ ଏକାଦଶୀ

ସେୟାର ପୁରୀ : ଶ୍ରୀମନ୍ଦିରର ଏକ ଅନନ୍ୟ ପରମ୍ପରା ହେଉଛି ଶମ୍ଭୁ ଏକାଦଶୀ ନୀତି। ଏହିଦିନ ପ୍ରସିଦ୍ଧ ଲୋକନାଥ ମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ମଦନ‌ମୋହନଙ୍କ ସହ ପ୍ରଭୁ ଲୋକନାଥଙ୍କ ଭେଟ ହୋଇଥାଏ। ଶ୍ରୀଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ମଦନମୋହନ ଓ ଲୋକନାଥଙ୍କ ଚଳନ୍ତି ପ୍ରତିମା ଚନ୍ଦ୍ରଶେଖର ଗୋଟିଏ ପାଲିଙ୍କିରେ ବସି ପୂଜା ପାଆନ୍ତି। ତେବେ ଶ୍ରୀମନ୍ଦିର ପ୍ରଶାସନ ଓ ଲୋକନାଥ ପ୍ରଶାସନର ଆନ୍ତରିକତା ଅଭାବରୁ ଗତ ୪୦ ବର୍ଷ ‌ଧରି ଏହି ବିରଳ ପରମ୍ପରା ଅଟକି […]

ରାଜ୍ୟ ସ୍ୱାସ୍ଥ୍ୟ

ହାତ ଟେକିଦେଲେ କି ସରକାର? ଲଗାମଛଡ଼ା ହେଲାଣି ଆଳୁ ଦର

ଭୁବନେଶ୍ୱର : ଭୁବନେଶ୍ବର ଆଇଗିଣିଆସ୍ଥିତ ପାଇକାରୀ ବଜାରରେ ୪୬ କେଜି ଆଳୁ ବସ୍ତା ପ୍ରତି ଦର ୯୨୦ ଟଙ୍କା। ଅର୍ଥାତ୍ ଏକ କେଜି ଆଳୁ ଦାମ୍ ୨୦ ଟଙ୍କା। କେବଳ ଆଇଗିଣିଆ ନୁହେଁ, ସହିଦନଗର ଠାରୁ ଭିଏସଏସ ନଗର ପର୍ଯ୍ୟନ୍ତ ରାଜଧାନୀର ବିଭିନ୍ନ ଅଞ୍ଚଳରେ ଥିବା ପାଇକାରୀ ବେପାରୀ ମଧ୍ୟ ଏହି ଦରରେ ଆଳୁ ବିକ୍ରି କରୁଛନ୍ତି। ହେଲେ ଖୁଚୁରା ବ୍ୟବସାୟୀ ଏସବୁ ଗୋଦାମରୁ ଆଳୁ ଆଣି କିଛି କିଲୋମିଟର ଦୂରରେ ବିକ୍ରି କରୁଛନ୍ତି କେଜି ପ୍ରତି […]

ଧର୍ମ ରାଜ୍ୟ

ଭକ୍ତଙ୍କ ପାଇଁ ଖୋଲିବ ଶ୍ରୀଗୁଣ୍ଡିଚା ମନ୍ଦିର, ମାଗଣାରେ ବୁଲିପାରିବେ

ପୁରୀ : ଅଢ଼େଇ ବର୍ଷ ପରେ ଶେଷରେ ଭକ୍ତଙ୍କ ପାଇଁ ‌ଖୋଲିବ ଶ୍ରୀଗୁଣ୍ଡିଚା ମନ୍ଦିର। ମାଗଣାରେ ଭକ୍ତମାନେ ଶ୍ରୀଗୁଣ୍ଡିଚା ମନ୍ଦିର ବୁଲିପାରିବେ। ଭକ୍ତ ଓ ଶ୍ରୀଗୁଣ୍ଡିଚା ମନ୍ଦିର ସୁରକ୍ଷା ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ଜିଲ୍ଲା ପ୍ରଶାସନ କରିବ। ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ସପ୍ତାହେ ଭିତରେ ଏହି ନିଷ୍ପତ୍ତି କାର୍ଯ୍ୟକାରୀ କରିବାକୁ କୁହାଯାଇଛି। ନିଷ୍ପତ୍ତି ଅନୁଯାୟୀ, ଭକ୍ତମାନେ ଆଡ଼ପମଣ୍ଡପ ପାଖକୁ ଯାଇପାରିବେନି କି ସ୍ପର୍ଶ କରିପାରିବେନି। ସେହିଭଳି ରୋଷଘରକୁ ବି […]