ଅପରାଧ ରାଜ୍ୟ

କାର୍‌କୁ ଧକ୍କା ଦେଲା କୋଇଲା ବୋଝେଇ ଟ୍ରେଲର, ୨ ଆହତ

ଜାମଗାଁ ୧୧।୭: ଜାତୀୟ ରାଜପଥ ୪୯ ରେଙ୍ଗାଲି ଥାନା ଅନ୍ତର୍ଗତ ସାହାସବଗା ଛକରେ କୋଇଲା ବୋଝେଇ ଟ୍ରେଲର ଏକ କାରକୁ ଧକ୍କା ଦେଇଥିଲା । ଫଳରେ କାରରେ ଥିବା ୪ ଜଣଙ୍କ ମଧ୍ୟରୁ ୨ ଜଣ ଆହତ ହୋଇଥିବା ଜଣାପଡିଛି । ଦୁର୍ଘଟଣା ଘଟାଇବା ପରେ ଟ୍ରେଲର ଡ୍ରାଇଭର ଗାଡ଼ି ଛାଡି ଫେରାର ହୋଇ ଯାଇଛି । ସୂଚନାଯୋଗ୍ୟ ଯେ, ରବିବାର ରାତି ପ୍ରାୟ ସାଢେ ୮ଟା ସମୟରେ ଓଆର୨୩ଡି୪୯୦୯ ନମ୍ବର ବିଶିଷ୍ଟ ଏକ କାର୍ ଝାରସୁଗୁଡା […]

ଅପରାଧ ରାଜ୍ୟ

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଆତ୍ମହତ୍ୟା ନା’ ହତ୍ୟା ?

ଧର୍ମଗଡ ୧୧।୭: ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର l କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ୍ ଆମପାଣି ଥାନା ଅନ୍ତର୍ଗତ ଘଣ୍ଟିଗୁଡା ଗାଁ ଶିବମନ୍ଦିର ନିକଟରେ ଥିବା ଏକ ବର ଗଛରେ ଜଣେ ଯୁବଙ୍କ ଝୁଲନ୍ତା ମୃତଦେହ ଦେଖି ଗାଁ ଲୋକେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତ ଯୁବକ ଲଡୁଗାଁ ପଞ୍ଚାୟତ ସୁପାଡ଼ ଗାଁର ଦିବାକର ମାଝୀ ବୋଲି ଜଣାପଡିଛି । ସେ ନିଜ […]

ଦେଶ ବିଦେଶ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ବାହାରିଲା ଜେଇଇ ମେନ୍ ରେଜଲ୍ଟ : ଓ୍ୱେବସାଇଟରେ ପରୀକ୍ଷାଫଳ ଦେଖିପାରିବେ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ ୧୧/୦୭: ପ୍ରକାଶ ପାଇଛି ଜେଇଇ ମେନ୍ ରେଜଲ୍ଟ। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ଜେଇଇ ମେନ୍ ସେସନ୍-୧ ରେଜଲ୍ଟ ପ୍ରକାଶ ପାଇଛି। ଛାତ୍ରଛାତ୍ରୀମାନେ Jeemain.nta.nic.in ୱେବସାଇଟରେ ପରୀକ୍ଷା ଫଳ ଦେଖିପାରିବେ। ଏହି ପରୀକ୍ଷା ଜୁନ ୨୩ରୁ ୨୯ ମଧ୍ୟରେ ହୋଇଥିଲା। ସୂଚନାନୁସାରେ, ଚଳିତ ବର୍ଷ ପ୍ରାୟ ୧୦ ଲକ୍ଷ ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେଇଥିଲେ। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ଚଳିତ ବର୍ଷ ଦୁଇଟି ପର୍ଯ୍ୟାୟରେ ଜୁନ୍ ଏବଂ ଜୁଲାଇରେ ଜେଇଇ ମେନ୍ ପରୀକ୍ଷା କରାଯାଇଛି। […]

ଅପରାଧ ରାଜ୍ୟ

ପୁରୀରୁ ଫେରିବା ବେଳେ ସ୍କର୍ପିଓକୁ ଧକ୍କା ଦେଲା ଟ୍ରକ୍, ୬ ଆହତ

ସୋର, ୧୧|୦୭ : ବାହୁଡା଼ରୁ ଫେରିଲା ବେଳେ ଦୁର୍ଘଟଣା । ୬ ଯାତ୍ରୀ ଆହତ l ଏପରି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ୧୬ ନମ୍ବର ଜାତୀୟ ରାଜପଥ ଛଅପୋଲିଆ ଠାରେ । ଏକ ସ୍କପିଓକୁ ପଛରୁ ଟ୍ରକ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଛି । ସୂଚନାନୁସାରେ, ବାଲେଶ୍ବର ଜିଲ୍ଲା ବାଲିଆପାଳ କାଳୀପୁର ପ୍ରତାପଗଡ଼ର ୯ ଯୁବକ ପୁରୀରୁ ଶ୍ରୀଜୀଉଙ୍କ ରଥ ଦେଖି ଫେରୁଥିଲେ । ତେବେ ଛଅପୋଲିଆାରେ ସେମାନଙ୍କ କାରକୁ ଏକ ଟ୍ରକ ପଛରୁ […]

ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ରାଜ୍ୟରେ ବଢୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୭୨ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର ୧୧।୦୭ : ରାଜ୍ୟରେ ଉପର ମୁହାଁ କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫୭୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୩୭ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୨୩୬ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୬୯ଜଣ ସଂକ୍ରମିତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨୯୪୦୭୬କୁ ବୃଦ୍ଧି ପାଇଛି । […]

ଅପରାଧ ରାଜ୍ୟ

ଭିଜିଲାନ୍ସ ହାତରେ ଧରାପଡିଲେ ଅତିରିକ୍ତ ଥାନା ଅଧିକାରୀ, ୨୦ହଜାର ଟଙ୍କା ନେଉଥିଲେ ଲାଞ୍ଚ

ଉମରକୋଟ ୧୧।୭: ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଉମରକୋଟ ଥାନାର ଅତିରିକ୍ତ ଥାନା ଅଧିକାରୀ ଲିମରାଜ ପ୍ରଧାନ। ଗୋଟିଏ ପୁରୁଣା କେସ୍‌କୁ କୋହଳ କରିବାକୁ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଉଥିଲେ । ଟଙ୍କା ନେଇ ଦୌଡି ଚାଲି ଯାଉଥିବା ସମୟରେ ରାତି ୧୨ଟା ସମୟରେ ଲିମରାଜ ପ୍ରଧାନଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିଲେ ଭିଜିଲାନ୍ସ ଅଧିକାରୀ । ନବରଙ୍ଗପୁର ଭିଜିଲାନ୍ସ ବିଭାଗ ନେତୃତ୍ବରେ ମାଲକାନଗିରି ଭିଜିଲାନ୍ସ ବିଭାଗ ମିଳିତ ଭାବରେ ଚଢାଉ […]

ଅପରାଧ ରାଜ୍ୟ

ଆଶିଷ ଓଝା ହତ୍ୟାକାଣ୍ଡ ଘଟଣା : ଆଉ ଜଣେ ଅଭିଯୁକ୍ତ ଗିରଫ, ପୂର୍ବରୁ ୨ ଜଣଙ୍କୁ ବାନ୍ଧିଥିଲା ପୋଲିସ

ବାଲିପାଟଣା ୧୧।୭: ବାଲିପାଟଣା ଥାନା ବୋଧଖଣ୍ଡି ଗ୍ରାମରେ ଏକ ତରଫା ପ୍ରେମକୁ କେନ୍ଦ୍ରକରି ହତ୍ୟାକାଣ୍ଡ ଘଟଣାରେ ଫେରାର ଥିବା ଅଭିଯୁକ୍ତ ଦୁର୍ଯ୍ୟୋଧନ ବେହେରା ଓରଫ ସିପୁକୁ ପୋଲିସ ରବିବାର ରାତିରେ ଗିରଫ କରିଛି । ବାଲିଅନ୍ତା ଶିଶିଲୋ ଛକ ନିକଟରେ ସିପୁ ଆତ୍ମଗୋପନ କରିଥିବା ଖବର ପାଇ ପୋଲିସ ଚଢାଉ କରି ସିପୁକୁ ଗିରଫ କରିଛି । ଏହା ପୂର୍ବରୁ ମୁଖ୍ୟ ଅଭିଯୁକ୍ତ ରାଜ କିଶୋର ଦାସ ଓରଫ ରାଜା, ରାକେଶ ସେଠୀ ଓରଫ ବବୁଲକୁ ପୋଲିସ […]

ଅପରାଧ ରାଜ୍ୟ

ତିଗିରିଆରେ ଟ୍ରକ୍ ଚଢାଇ ୨ ଜଣଙ୍କୁ ହତ୍ୟା ଘଟଣା : ଜବତ ହେଲା ବ୍ୟବହୃତ ଟ୍ରକ୍

ଆଠଗଡ ୧୧।୭: ଆଠଗଡ ତିଗିରିଆରେ ଟ୍ରକ୍ ଚଢାଇ ଦୁଇ ଜଣଙ୍କୁ ହତ୍ୟା କରିବା ଘଟଣାରେ ବ୍ୟବହୃତ ଟ୍ରକ୍ ଜବତ ହୋଇଛି । ଟ୍ରକ୍‌କୁ ତିଗିରିଆ ଥାନା ପୋଲିସ ଜବତ କରିଛି । ରେଜିଷ୍ଟ୍ରେସନ ନମ୍ବର ସତ୍ୟତା ଜାଣିବାକୁ ପୋଲିସ ଆରଟିଓଙ୍କ ସହାୟତା ଲୋଡ଼ିଛି । ଉଲ୍ଲେଖଯୋଗ୍ୟ ଯେ, ତିଗିରିଆ ଥାନା ଅନ୍ତର୍ଗତ ଭିରୁଡା ଛକ ନିକଟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବାରମ୍ବାର ଗାଡ଼ି ଚଢାଇ ଦୁଇ ଜଣଙ୍କୁ ହତ୍ୟା କରି ଦୁର୍ବୃତ୍ତ ଫେରାର ହୋଯାଇଥିବା ନେଇ […]

ଦେଶ ବିଦେଶ ରାଶିଫଳ

ଜୁଲାଇ ୧୧ ତାରିଖ, ସୋମବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

ଲେଖାପଢା, ପ୍ରକାଶନ, ପ୍ରଶାସନ, ମାଲିମକଦ୍ଦମା ଓ ସଭାସମିତି କ୍ଷେତ୍ରରେ ଶୁଭଫଳ ପାଇବେ । କର୍ମକ୍ଷେତ୍ରରେ ବିବାଦୀୟ ପରିସ୍ଥିତି ଦେଖାଦେବାରୁ କିଛିଟା ଦ୍ଵନ୍ଦ୍ଵ ଓ ଆଶଙ୍କା ମଧ୍ୟରେ ମନ ହଲଚଲ ହୋଇପାରେ । ଆନୁଷ୍ଠାନିକ କାର୍ଯ୍ୟ ସକାଶେ ତତ୍ପରତା ବୃଦ୍ଧିପାଇବ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୬ । ଗୃହିଣୀ- ପରକୁ ଆପଣାର କରିବେ । ବ୍ୟବସାୟୀ- ସ୍ଵାଭିମାନୀ ହେବେ । କର୍ମଜୀବି- ସ୍ଵକାର୍ଯ୍ୟ କରିବେ । ଛାତ୍ରଛାତ୍ରୀ-ବ୍ୟାୟାମ୍ କରନ୍ତୁ । ରୋଗୀ-ବ୍ୟାୟାମ୍ କରିବା […]

ଦେଶ ବିଦେଶ ମନୋରଞ୍ଜନ

ଷ୍ଟେଜ୍‌ରେ ନିଆଁ ଲଗାଇଲେ ବର-କନ୍ୟା, ୟୁଜର୍ସ କହିଲେ-‘ରବ୍ ନେ ବନାଦି ଯୋଡି’

ନୂଆଦିଲ୍ଳୀ ୧୧।୦୭: ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ଭିଡିଓ ଦେଖିବାକୁ ମିଳେ । ଯାହା ଖୁବ୍‌ ଭାଇରାଲ୍‌ ହୋଇଥାଏ । ଏଥିମଧ୍ୟରୁ କିଏ ଷ୍ଟଣ୍ଟ କରେ ତ ଆଉ ଫିଲ୍ମ ଗୀତରେ କିଏ ରିଲ୍‌ସ୍‌ । ହେଲେ ବର୍ତ୍ତମାନ ବାହାଘରର ସିଜିନ୍‌ ଚାଲୁଥିବାରୁ ବାରାତି ଡ୍ୟାନ୍ସ ଖୁବ୍‌ ଭାଇରାଲ୍‌ ହେବାରେ ଲାଗୁଛି । ଯାହାକୁ ଦେଖିବା ପରେ ଆପଣ ଆପଣଙ୍କ ହସକୁ ନିୟନ୍ତ୍ରଣ କରି ପାରିବେ ନାହିଁ । ବର୍ତ୍ତମାନ ସୋସିଆଲ ମିଡିଆ ପ୍ଲାଟଫର୍ମ […]