ସୌର ଶକ୍ତିରେ ପରିଚାଳିତ ହେବ ମେଡିକାଲ କଲେଜ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ
ଭୁବନେଶ୍ବର: ରାଜ୍ୟର ମେଡିକାଲ କଲେଜ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏଣିକି ସୌର ଶକ୍ତିରେ ପରିଚାଳିତ ହେବ। କାର୍ବନ ନିର୍ଗମନକୁ କମାଇବା ସହିତ ସବୁଜ ଶକ୍ତିର ବ୍ୟବହାର ଉପରେ ରାଜ୍ୟ ସରକାର ଗୁରୁତ୍ବ ଦେଉଛନ୍ତି। ଏ ପରିପ୍ରେକ୍ଷୀରେ ସରକାରୀ ସ୍ବାସ୍ଥ୍ୟାନୁଷ୍ଠାନର ଛାତ ଉପରେ ସୌର ଶକ୍ତି ପ୍ରକଳ୍ପ କାର୍ଯ୍ୟକାରୀ ହେବ। ଆଜି ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରୁ ଏହି ସୂଚନା ମିଳିଛି। ସ୍ବାସ୍ଥ୍ୟାନୁଷ୍ଠାନରେ ହେବାକୁ ଥିବା ଏହି […]