କେରଳ ଆରଏସଏସ କାର୍ଯ୍ୟାଳୟ ଉପରେ ବୋମାମାଡ, ଭାଙ୍ଗିଲା ଝରକା କାଚ
ନୂଆଦିଲ୍ଲୀ, ୧୨/୦୭: କେରଳର କନ୍ନୁର ଜିଲ୍ଲାର ପୟାନୁରରେ ଥିବା ଆରଏସଏସ କାର୍ଯ୍ୟାଳୟ ଉପରେ ବୋମାମାଡ । ପୟାନୁରରେ ପୋଲିସ ଏହି ଘଟଣା ମଙ୍ଗଳବାର ସକାଳେ ଘଟିଛି । ବୋମା ମାଡରେ କାର୍ଯ୍ୟାଳୟର ଝରକା କାଚ ଭାଙ୍ଗିଯାଇଥିବା କହିଛି। ତେବେ ଆରଏସଏସ କାର୍ଯ୍ୟାଳୟ ଉପରେ ଏହା ପ୍ରଥମ ଆକ୍ରମଣ ନୁହେଁ । ପୂର୍ବରୁ ମଧ୍ୟ ଥାନା ନିକଟରେ ଥିବା ଆରଏସଏସ କାର୍ଯ୍ୟାଳୟ ଉପରେ ଆକ୍ରମଣ ହୋଇଛି । ପୁନଃ ଆକ୍ରମଣ ଘଟଣାକୁ ନେଇ ବିଜେପି ନେତା ଟମ୍ ବଡକ୍କନ […]