ବନ୍ଧୁତ୍ବର ଏକ ଜ୍ବଳନ୍ତ ନିଦର୍ଶନ: ବର୍ଷେ ଲାଉକରି ଆଣିଲେ, ଏବେ ସାଇକଲ୍ରେ ଠେଲିଠେଲି ସ୍କୁଲ୍କୁ ଆଣୁଛନ୍ତି
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. କୋଇଡ଼ା : ପାଠ ପଢ଼ିବାକୁ ଭାରି ମନ। ହେଲେ, ଏଥିରେ ପ୍ରତିବନ୍ଧକ ସାଜିଥିଲା ନିଜ ଗୋଡ଼। ଏଥିପାଇଁ ବିଦ୍ୟାଳୟକୁ ଯାଇପାରୁନଥିଲେ ଜେସିକା ବାଡ଼ା। ଜେସିକାଙ୍କ ମନର ଯନ୍ତ୍ରଣାକୁ ବୁଝିପାରିଲେ ସାଙ୍ଗ ମାଙ୍ଗରି ବାଡ଼ା। ଆଉ କାଳବିଳମ୍ୱ ନକରି ନିଜ ପିଠିରେ ଲାଉ […]









