ସୋଲାର ପାନୀୟ ଜଳ ଯୋଗାଣ ପ୍ରକଳ୍ପ: ପ୍ରକଳ୍ପ ଗୋଟିଏ କିନ୍ତୁ କାମ ହୋଇଛି ଦୁଇଟି
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ନୂଆଗାଁ : ନୂଆଗାଁ ବ୍ଲକ୍ ସିକ୍ରୀଡା ପଞ୍ଚାୟତ ଗୌଡଚାଞ୍ଚରାପଲ୍ଲୀ ଗ୍ରାମରେ ବର୍ଷ ବର୍ଷଧରି ଲାଗିରହିଥିବା ପାନୀୟ ଜଳ ସମସ୍ୟା ବର୍ତ୍ତମାନ ଦୂର ହେଉଥିବା ବେଳେ ଏଠାରେ କାର୍ଯ୍ୟକାରୀ ହୋଇଥିବା ପ୍ରକଳ୍ପକୁ ନେଇ ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି। ଗ୍ରାମରେ ବିଧାୟକ ପାଣ୍ଠିରୁ […]








