ନବଙ୍କ ବିୟୋଗରେ ଶୋକ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ମୁଁ ଚକିତ ଓ ବିବ୍ରତ: ରାଷ୍ଟ୍ରପତି ଏକ ଭୟଙ୍କର ହିଂସାରେ ଓଡ଼ିଶାର ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ ମୃତ୍ୟୁରେ ମୁଁ ଚକିତ ଓ ବିବ୍ରତ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଟୁଇଟ୍ କରି ଶୋକବାର୍ତ୍ତାରେ କହିଛନ୍ତି। ଏହାସହ ରାଷ୍ଟ୍ରପତି ସ୍ବର୍ଗତ […]









