ମୁଁ ଏଥର ବରୀରୁ ନିଶ୍ଚିତ ଲଢ଼ିବି: ଦେବାଶିଷ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଭୁବନେଶ୍ବର : ମୁଁ ଆସନ୍ତା ନିର୍ବାଚନରେ ନିଶ୍ଚିତ ଲଢ଼ିବି। ଆଉ ବରୀରୁ ହିଁ ଲଢ଼ିବି। ବରୀର ପୂର୍ବତନ ବିଧାୟକ ଦେବାଶିଷ ନାଏକ ଆଜି ଏମିତି ଜୋର୍ ଦେଇ କହିଛନ୍ତି। ବିଜେଡି କ’ଣ ଆପଣଙ୍କୁ ଟିକେଟ୍ ଦେବ ବୋଲି ଗଣମାଧ୍ୟମ ପ୍ରତିନିଧିମାନେ ପ୍ରଶ୍ନ […]









