ରହସ୍ୟ ହୋଇ ରହିଗଲା ଚିଟ୍ଫଣ୍ଡ କେଳେଙ୍କାରୀ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. କଟକ,(ଚୌଧୁରୀ ଅଶ୍ବିନୀ କୁମାର ଦାସ): ଚିଟଫଣ୍ଡ ଠକେଇର ବିଚାରବିଭାଗୀୟ ତଦନ୍ତ ବନ୍ଦ ହେବା ସମୟକୁ ଆସନ୍ତାକାଲି ୩ ବର୍ଷ ପୂରି ଯିବ। ୨୦୨୦, ଫେବ୍ରୁଆରି ୪ ତାରିଖରେ ଚିଟଫଣ୍ଡ ଘଟଣାର ବିଚାରବିଭାଗୀୟ ତଦନ୍ତ କରୁଥିବା ଜଷ୍ଟିସ ମଦନ ମୋହନ ଦାସ କମିସନଙ୍କ […]









