୧୧ଟି ଜେଲ୍ର ୬୦ ଜଣ କଏଦୀ ଦେବେ ମାଟ୍ରିକ ପରୀକ୍ଷା
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଭୁବନେଶ୍ବର : ବୋର୍ଡ ଅଫ୍ ସେକେଣ୍ଡାରି ପକ୍ଷରୁ ଆସନ୍ତା ମାସ ୧୦ ତାରିଖରେ ମାଟ୍ରିକ୍ ପରୀକ୍ଷା କରାଯିବାକୁ ଘୋଷଣା କରାଯିବା ପରେ ସବୁ ବର୍ଷ ଭଳି ଚଳିତ ବର୍ଷ ରାଜ୍ୟର ବିଭିନ୍ନ ଜେଲରେ ଥିବା କଏଦୀମାନେ ପରୀକ୍ଷା ଦେବେ। ବିଭିନ୍ନ ଜେଲରେ […]









