ଗୋପାଳକୁ ଗୁଜରାଟ ନିଆଗଲା; ପଲିଗ୍ରାଫ୍, ନାର୍କୋ ଟେଷ୍ଟ କରାଯିବ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ବ୍ରଜରାଜନଗର : ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସକୁ ବୁଧବାର ଦିନ କ୍ରାଇମବ୍ରାଞ୍ଚ ଆଉ ୫ଦିନ ରିମାଣ୍ଡରେ ନେଇଛି। ତା’ର ପଲିଗ୍ରାଫ୍ ଓ ନାର୍କୋ ଟେଷ୍ଟ କରାଯିବ। ଏଥିପାଇଁ ଏକ ସ୍ବତନ୍ତ୍ର ପୁଲିସ ଦଳ ତାକୁ […]









