ଆଉ ଯିବାକୁ ପଡ଼ିବ ନାହିଁ ରାଜ୍ୟ ବାହାରକୁ, ଏଫ୍ଏସ୍ଏଲରେ ହୋଇ ପାରିବ ଲେୟାରଡ ଭଏସ୍ ଟେଷ୍ଟ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଭୁବନେଶ୍ବର : ଏଣିକି ଆଉ ରାଜ୍ୟ ବାହାରକୁ ଯିବାକୁ ପଡ଼ିବ ନାହିଁ ଓଡ଼ିଶା ପୁଲିସକୁ। ରାଜ୍ୟ ଫରେନସିକ୍ ସାଇନ୍ସ ଲାବରୋଟାରି( ଏଫ୍ଏସ୍ଏଲ)ରେ ହୋଇ ପାରିବ ଲେୟାରଡ ଭଏସ୍ ଟେଷ୍ଟ। ଏହା ଇସ୍ରାଏଲ ଟେକ୍ନୋଲୋଜି। ଏ ନେଇ ସୂଚନା ଦେଇଛନ୍ତି ଜଣେ ଏସଏଫଏସଏଏର […]









