ଫାଇଲେରିଆ ଦୂରୀକରଣ ପାଇଁ ୧୦ରୁ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଭୁବନେଶ୍ବର : ରାଜ୍ୟର ୧୦ଟି ଫାଇଲେରିଆ ପ୍ରବଣ ଜିଲ୍ଲାରେ ଲିମ୍ଫାଟିକ୍ ଫାଇଲେରିଆସିସ୍(ଏଲ୍ଏଫ୍) ଦୂରୀକରଣ ପାଇଁ ଆସନ୍ତା ୧୦ ତାରିଖରୁ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ(ଏମ୍ଡିଏ) ଆରମ୍ଭ ହେବ। ଏହି ଅଭିଯାନରେ ୧,୩୬,୦୬,୯୪୮ଜଣ ହିତାଧିକାରୀଙ୍କୁ ଔଷଧ ପ୍ରଦାନ କରାଯିବ। ଔଷଧ ଖୁଆଇବାକୁ ସୁନିଶ୍ଚିତ […]









