ଏସ୍ପିଜିଙ୍କଠାରୁ ତାଲିମ୍ ନେବେ ପିଏସ୍ଓ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଭୁବନେଶ୍ବର : ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ଘଟଣା ପରେ ଏବେ ଓଡ଼ିଶା ପୁଲିସ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ(ପିଏସ୍ଓ)ମାନଙ୍କ କାର୍ଯ୍ୟଶୈଳୀକୁ ନେଇ ଚିନ୍ତା ପ୍ରକଟ କରିଛି। ନବ ଦାସଙ୍କୁ ଗୁଳିମାଡ଼ ସମୟରେ ତାଙ୍କ ପିଏସ୍ଓ ମିତ୍ରଭାନୁ ଦେଓ ମନ୍ତ୍ରୀଙ୍କ ସହିତ ନ […]









