ଚର୍ଚ୍ଚାରେ ବିଜେଡି ମନୋନୟନ: ଅପରାହ୍ନରେ ଘୋଷଣା, ରାତିରେ ବାତିଲ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ସୁନ୍ଦରଗଡ଼ : ମାତ୍ର ୩ ଘଣ୍ଟାର କମିଟି। ଅପରାହ୍ନ ୪ଟାରେ ଘୋଷଣା, ରାତି ୭ଟାରେ ବାତିଲ୍। ସୁନ୍ଦରଗଡ଼ ଜିଲ୍ଲା ବିଜୁ ମହିଳା ଜନତା ଦଳ କର୍ମକର୍ତ୍ତା ମନୋନୟନକୁ ଘଟିଥିବା ଏହିଭଳି ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଏହାପଛରେ ରହିଥିବା କାରଣ ଜଣାପଡ଼ି […]









