ମାଲବାହୀ ଟ୍ରେନ୍ରେ ଚଢ଼ି ସେଲ୍ଫି: ନାବାଳକ ଜିଅନ୍ତା ଜଳିଗଲେ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. କଲ୍ୟାଣସିଂହପୁର : ଟ୍ରେନ୍ ଉପରେ ଚଢ଼ି ସେଲ୍ଫି ନେବା ସମୟରେ ଉଚ୍ଚ କ୍ଷମତା ସଂପନ୍ନ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବାରୁ ଜଣେ ୧୨ବର୍ଷର ନାବାଳକ ଜିଅନ୍ତା ଜଳି ଯାଇଛନ୍ତି। ରାୟଗଡ଼ା ଜିଲ୍ଲା ଭାଲୁମାସ୍କା ଷ୍ଟେସନରେ ବୁଧବାର ସକାଳେ ଏଭଳି ଅଭାବନୀୟ ଘଟଣା […]









