ଗୋପାଳ ଅଡ଼ୁଆ ବଢ଼ିଲା, ବେଙ୍ଗାଲୁରୁ ନେଇ ମାନସିକ ଚିକିତ୍ସା କରିବା ଆବେଦନ କୋର୍ଟରେ ଖାରଜ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. କଟକ : ନବ ଦାସ ହତ୍ୟା ଘଟଣାର ଅଭିଯୁକ୍ତ ପୁଲିସ ଏଏସଆଇ ଗୋପାଳ ଦାସର ମାନସିକ ରୋଗ ପରୀକ୍ଷା ପାଇଁ ଅନୁମତି ଲୋଡ଼ି ଏବେ ଅଡ଼ୁଆରେ ପଡିଛି କ୍ରାଇମବ୍ରାଞ୍ଚ। ଗୋପାଳର ମାନସିକ ରୋଗ ସଂପର୍କରେ ଅଧିକ ସ୍ପଷ୍ଟ ହେବା ପାଇଁ ତାକୁ […]









