ଦକ୍ଷିଣାଞ୍ଚଳ ପୁଲିସ ରେଞ୍ଜ୍: ୪୦ ପିଏସ୍ଓଙ୍କ କାନ୍ଧରେ ଜନପ୍ରତିନିଧିଙ୍କ ସୁରକ୍ଷା ଦାୟିତ୍ବ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ବ୍ରହ୍ମପୁର : ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ଜଣେ ପୁଲିସ ଏଏସ୍ଆଇ ହତ୍ୟା କରିବା ଘଟଣା ରାଜ୍ୟବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଥିଲା। ଏହାପରେ ଜନପ୍ରତିନିଧିଙ୍କ ସୁରକ୍ଷା ଓସେମାନଙ୍କୁ ଯୋଗାଇ ଦିଆ ଯାଉଥିବା ପିଏସ୍ଓଙ୍କ ଭୂମିକାକୁ ନେଇ ଏକ ବିରାଟ ପ୍ରଶ୍ନବାଚୀ […]









