ବାସ୍ତବ ରୂପ ନେଇପାରିନି ୧୪ ବର୍ଷ ହେଲା ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନର କଲେଜ
ଶେରଗଡ଼ : ‘ଏ କଲେଜ ହେଉଛି ମୋର ସ୍ବପ୍ନର କଲେଜ। ଏହାର ବିକାଶକୁ ପ୍ରାଥମିକତା ଦିଆଯିବ।’ ୨୦୦୯ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ନିର୍ବାଚନମଣ୍ଡଳୀ ଅଧୀନ ଶେରଗଡ଼ ଉଦୟ ପ୍ରତାପ ବିଜ୍ଞାନ ମହାବିଦ୍ୟାଳୟର ରୌପ୍ୟ ଜୟନ୍ତୀ ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଏହି ପ୍ରତିଶ୍ରୁତି ଦେଇଥିଲେ। ହେଲେ ଏହା ମଧ୍ୟରେ ୧୪ ବର୍ଷ ବିତିବାକୁ ଯାଉଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନ ବାସ୍ତବ ରୂପ ନେଇପାରିନି। ରାଜ୍ୟରେ ଶିକ୍ଷା କ୍ଷେତ୍ରରେ କିନ୍ତୁ ଏହା ଭିତରେ ଅନେକ […]









