ଭିଜିଲାନ୍ସ ପଞ୍ଝାରେ ପୂର୍ତ୍ତ ସହକାରୀ ଯନ୍ତ୍ରୀ: ୩ କୋଠା,୧୧ ପ୍ଲଟ୍, ୩୨ଭରି ସୁନା, କୋଟିଏ ବ୍ୟାଙ୍କ ଜମା
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଭୁବନେଶ୍ବର/ବାଲେଶ୍ବର : ରାଜଧାନୀ ସମେତ ପୁରୀ, ଚିଲିକା, ବାଲେଶ୍ବର ଆଦି ସ୍ଥାନରେ ଏକାଧିକ ପ୍ଲଟ୍। କେଉଁଠି ୩ ମହଲା ବିଳାସପୂର୍ଣ୍ଣ ଘର ତ କେଉଁଠି ଫ୍ଲାଟ୍। ତା’ ସାଙ୍ଗକୁ ପୁଳାପୁଳା ସୁନାଗହଣା ଏବଂ ବ୍ୟାଙ୍କ ଆକାଉଣ୍ଟ, ବୀମା ଓ ଅନ୍ୟାନ୍ୟ ବଣ୍ଡ୍କୁ […]









