ଶ୍ବଶୁରଙ୍କ ସନ୍ଧାନ ପାଇଁ ଜ୍ବାଇଁଙ୍କ ସଂଘର୍ଷ: ଆଣ୍ଠୁରେ ୪୦କିମି ଅତିକ୍ରମ କଲେଣି ଦିବ୍ୟାଙ୍ଗ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. କଲ୍ୟାଣସିଂହପୁର : ଶ୍ବଶୁରଙ୍କ ସନ୍ଧାନ ପାଇଁ ଗାଁ ଛାଡ଼ିଛନ୍ତି ଦିବ୍ୟାଙ୍ଗ ଜ୍ବାଇଁ। ଚାଲିବା ପାଇଁ ଅକ୍ଷମ ହୋଇଥିଲେ ବି ଆଣ୍ଠୁରେ ଅତିକ୍ରମ କରିସାରିଲେଣି ୪୦କିମି। ତାଙ୍କ ଯାତ୍ରାର ଅନ୍ତ କେଉଁଠି ସେ ନିଜେ ବି ଜାଣିନାହାନ୍ତି। ତଥାପି ବିଶ୍ବାସ ରହିଛି ଶ୍ବଶୁରଙ୍କୁ […]









