ପୁଲିସ କନେଷ୍ଟବଳ ନିଯୁକ୍ତି ପରୀକ୍ଷା: ପ୍ରଶ୍ନପତ୍ର ପ୍ରଘଟ ନେଇ ଗୁଜବ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ବ୍ରହ୍ମପୁର : ରାଜ୍ୟ ଚୟନ ସମିତି (ଏସ୍ଏସ୍ବି) ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ଚୟନ ସମିତି (ଡିଏଲ୍ଏସ୍ବି) ପକ୍ଷରୁ ରବିବାର ଦିନ ପୁଲିସ କନେଷ୍ଟବଳ ପରୀକ୍ଷା ଅନୁଷ୍ଠିତ ହୋଇଛି। ରବିବାର ଦିନ ପରୀକ୍ଷା ଚାଲିଥିବା ବେଳେ ପ୍ରଶ୍ନପତ୍ର ପ୍ରଘଟ ହୋଇଥିବା ନେଇ ସାମାଜିକ ଗଣମାଧ୍ୟମରେ […]









