ଅଲିଭ୍ ରିଡ୍ଲେଙ୍କ ଆଗମନରେ ନୂଆ ରେକର୍ଡ଼
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ବ୍ରହ୍ମପୁର : ପ୍ରକୃତିର ବିରଳ ଅଲିଭ୍ ରିଡ୍ଲେ ଗଞ୍ଜାମ ଉପକୂଳକୁ ଆଗମନ କ୍ଷେତ୍ରରେ ଏକ ନୂଆ ରେକର୍ଡ଼ କରିଛନ୍ତି। ମାତ୍ର ୪ଦିନରେ ଗଞ୍ଜାମ ବ୍ଲକ୍ ଋଷିକୁଲ୍ୟା ମୁହାଣ ବାଲୁକା ଶଯ୍ୟାରେ ଆଜି ସକାଳ ସୁଦ୍ଧା ୫ଲକ୍ଷ ୫୭ହଜାର ୮୮୦ କଇଁଛ ଗଣଅଣ୍ଡାଦାନ […]









