ସବୁ ବ୍ଲକରେ ଭ୍ରଷ୍ଟାଚାର ଦିବସ ଭାବେ ପାଳନ କଲା ବିଜେପି
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଭୁବନେଶ୍ବର : ରାଜ୍ୟ ସରକାର ରବିବାର ଦିନ ପଞ୍ଚାୟତିରାଜ ଦିବସ ପାଳନ କରିଥିବାବେଳେ ବିଜେଡି ସବୁ ବ୍ଲକ ଓ ପଞ୍ଚାୟତସ୍ତରରେ ବିଜୁ ଜୟନ୍ତୀ ପାଳନ କରିଛି। ହେଲେ, ବିଜେପି ରବିବାର ଦିନ ପଞ୍ଚାୟତିରାଜ ଦିବସକୁ ଭ୍ରଷ୍ଟାଚାର ଦିବସ ଭାବେ ପାଳନ କରିଛି। […]









