ସଂକଟକରେ ଅର୍ଜନି ଗ୍ରାମବାସୀ: ମିଳୁନି ମୌଳିକ ସୁବିଧା, ଶୋଷ ମେଣ୍ଟାଉଛି ବାଲିଚୁଆଁ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ତୁରେକେଲା : ତୁରେକେଲା ବ୍ଲକ୍ ବଡ଼ବାଙ୍କି ପଞ୍ଚାୟତ ଅର୍ଜନି ଗାଁର ଲୋକେ ଆଜି ବି ମୌଳିକ ସୁବିଧା ସୁଯୋଗ ପାଇବାରୁ ବଞ୍ଚିତ ହୋଇଛନ୍ତି। ୨୮ଟି ଆଦିବାସୀ ପରିବାର ରହୁଥିବା ଏହି ଗାଁର ଲୋକେ ସରାକାରୀ ଯୋଜନା ବିଷୟରେ ଜାଣିନାହାନ୍ତି। ଗ୍ରାମବାସୀଙ୍କ କହିବା […]









