ପେସାରେ ଅଧ୍ୟାପକ ସବୁଜ ମଣିଷ ସୁଧୀର, କାନ୍ଧରେ ପରିବେଶ ସୁରକ୍ଷା ଦାୟିତ୍ବ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ବ୍ରହ୍ମପୁର: ପେସାରେ ଜଣେ ଅଧ୍ୟାପକ। ହେଲେ ନିଶା ତାଙ୍କର ପରିବେଶ ସୁରକ୍ଷା। ବୟସ ୬୦ ଛୁଇଁଲାଣି। ତଥାପି ସେ ଥକିନାହାନ୍ତି। ନିଜ ପାଇଁ ନୁହେଁ, ମଣିଷ ସମାଜର ସୁରକ୍ଷା ପାଇଁ ସେ କାନ୍ଧରେ ପରିବେଶ ସୁରକ୍ଷା ଦାୟିତ୍ବ ଉଠାଇଛନ୍ତି। ସେ ହେଉଛନ୍ତି […]









