ପଡ଼ୋଶୀ ରାଜ୍ୟର ଓଡ଼ିଶା ଦିବସ ଭେଟି! ଓଡ଼ିଶା ମାଟିରେ ଆନ୍ଧ୍ରର ଉତ୍ପାତ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. କୋରାପୁଟ : ରାତି ପାହିଲେ ‘ଓଡ଼ିଶା ଦିବସ’। ଓଡ଼ିଶାର ଅଖଣ୍ଡତା ବଜାୟ ରଖିବା ପାଇଁ କେତେକ’ଣ କାର୍ଯ୍ୟକ୍ରମର ଆୟୋଜନ କରାଯିବ। ହେଲେ,ଏହାପୂର୍ବରୁ ଓଡ଼ିଶାରେ ପଶି ନିଜ ଉତ୍ପାତ ଆରମ୍ଭ କରିଦେଇଛି ଆନ୍ଧ୍ର। ଏହି ଅଞ୍ଚଳ ଦଖଲ ପାଇଁ ଚକ୍ରାନ୍ତ କରୁଥିବା ଆନ୍ଧ୍ର […]









