ଦୁର୍ଘଟଣାରେ ଯୁକ୍ତ ୩ ଛାତ୍ରୀଙ୍କ ମୃତ୍ୟୁ ଘଟଣା: ଶିଶୁଭବନ ଛକରୁ ବାଣୀବିହାର ଓ ଏୟାରପୋର୍ଟରୁ ଆଚାର୍ଯ୍ୟ ବିହାର ନୋ ହଙ୍କିଙ୍କ୍ ଜୋନ୍ କରିବାକୁ ଘୋଷଣା
ଭୁବନେଶ୍ବର : କଟକ କଲେଜ ଛକରେ ଏକ ଦ୍ରୁତଗାମୀ ଟ୍ରକ ଦୁର୍ଘଟଣାରେ ଜଣେ ଯୁକ୍ତ ତିନି ଛାତ୍ରୀ ଅନ୍ନପୂର୍ଣ୍ଣା ଚୌଧୁରୀଙ୍କ ମୃତ୍ୟୁ ଘଟଣାରେ ମାନବାଧିକାର କମିସନ ୫ ଲକ୍ଷ ଟଙ୍କା କ୍ଷତି ପୂରଣ ଦେବାକୁ ଗୃହ ବିଭାଗକୁ ନିର୍ଦେଶ ଦେଇଛନ୍ତି। ଦୁଇ ମାସ ମଧ୍ୟରେ ଅନ୍ନପୂର୍ଣ୍ଣାଙ୍କ ପରିବାର ଲୋକଙ୍କୁ ଏହି ଟଙ୍କା ପ୍ରଦାନ କରିବାକୁ କୁହାଯାଇଛି। ଏହି ଘଟଣାକୁ ନେଇ ସେତେବେଳେ ତମ୍ବି ତୁଫାନ ହୋଇଥିଲା। ଯେଉଁ ସମୟରେ ଦୁର୍ଘଟଣା ଘଟିଥିଲା ସେହି ସମୟରେ ଭାରୀଯାନ ସହର […]









