ଦିଲ୍ଲୀ ହିଟ୍ ଆଣ୍ଡ୍ ରନ୍ ମାମଲା: ନିଧି ଓ ଅନ୍ୟ ଅଭିଯୁକ୍ତଙ୍କ ପଲିଗ୍ରାଫ୍ ଟେଷ୍ଟ୍ ହୋଇପାରେ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ନୂଆଦିଲ୍ଲୀ: ଦିଲ୍ଲୀ ହିଟ୍ ଆଣ୍ଡ୍ ରନ୍ ମାମଲାରେ ପ୍ରତ୍ୟକ୍ଷଦର୍ଶୀ ତଥା ଅଞ୍ଜଳିଙ୍କ ସହିତ ସ୍କୁଟରରେ ଯାଉଥିବା ନିଧିଙ୍କ ନାମରେ ଡ୍ରଗ କାରବାର ଅଭିଯୋଗ ରହିଛି। ୨୦୨୦ ଡ୍ରଗ ମାମଲାରେ ଆଗ୍ରା ଜିଆର୍ପି ତାଙ୍କୁ ଧରିଥିଲା। ଏଥିସହିତ ତା’ ନାମରେ ଏକାଧିକ ଟ୍ରାଫିକ […]









