ଆଜି ବାଜିବ ବିଶ୍ବକପ୍ ବିଗୁଲ୍: ଦୁଲୁକିବ ବାରବାଟୀ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. କଟକ: ହକି ବିଶ୍ବକପ୍ର ଉଦ୍ଘାଟନୀ ସମାରୋହ ଆସନ୍ତାକାଲି କଟକର ଐତିହାସିକ ବାରବାଟୀ ଷ୍ଟାଡିୟମରେ ଆୟୋଜନ ହେବାକୁ ଯାଉଛି। ବିଶ୍ବକପ୍ ହକି ଟ୍ରଫି ସାରାରାଜ୍ୟରେ ବୁଲିବା ପରେ ଆଜି ରାତିରେ କଟକରେ ପହଞ୍ଚିଛି। ଟ୍ରଫି ଜଗତସିଂହପୁରରୁ ଆସି ବିଦ୍ୟାଧରପୁରରେ ପହଞ୍ଚିବା ପରେ ତାହାକୁ […]









