୨୦୦ ସାକ୍ଷୀ, ୨୭ ଫରେନ୍ସିକ୍ ରିପୋର୍ଟ: ଲଖିମପୁର ମାମଲା ୫ ବର୍ଷ ଲାଗିଯିବ, କହିଲେ ସୁପ୍ରିମ୍କୋର୍ଟ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ନୂଆଦିଲ୍ଲୀ : ଲଖିମପୁର ଖେରୀ ମାମଲାର ଶୁଣାଣି ଶେଷ ହୋଇ ରାୟ ପ୍ରକାଶ ପାଇବାକୁ ୫ ବର୍ଷ ସମୟ ଲାଗିଯାଇପାରେ ବୋଲି ସୁପ୍ରିମ୍କୋର୍ଟ କହିଛନ୍ତି। କେନ୍ଦ୍ରମନ୍ତ୍ରୀ ଅଜୟ କୁମାର ମିଶ୍ରଙ୍କ ପୁଅ ଆଶିଷ ମିଶ୍ର ଲଖିମପୁର ଖେରୀଠାରେ ତିନି କୃଷି ଆଇନ […]









