୧୫ଦିନ ପରେ ବି ପ୍ରଶାସନ ଚୁପ୍: ନାଲିଧାନ ଆଳରେ ଅସାଧୁମେଣ୍ଟର ଖେଳ, ଚାଷୀଙ୍କ ପାଇଁ କାଳ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଯାଜପୁର: ଯାଜପୁର ଜିଲ୍ଲାରେ ଧାନ କିଣା କେଳେଙ୍କାରୀ ଏଥର ସୀମା ଲଙ୍ଘିଛି। ଜିଲ୍ଲା ପ୍ରଶାସନର ଘୋଷଣା ମୁତାବକ ୧୫ଦିନ ପରେ ବି ୨୪ଟି ଧାନମଣ୍ଡି ଖୋଲିନାହିଁ। ଏଥି ପ୍ରତି ପ୍ରଶାସନର ଗୁରୁତ୍ବ ନାହିଁ। ଅଥଚ ଉତ୍ସବ ପାଇଁ ଜିଲ୍ଲାସ୍ତରୀୟ ଅଧିକାରୀ ଘନଘନ […]









