ଚିଲିକାରେ ଡଲ୍ଫିନ୍ ଗଣନା: ୨୭ ଦିନ ବିତିଲା, ଜଣାପଡ଼ିଲାନି ସଂଖ୍ୟା
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ବ୍ରହ୍ମଗିରି : ବିଶ୍ବ ପର୍ଯ୍ୟଟନ ମାନଚିତ୍ରରେ ଚିଲିକାର ସ୍ବତନ୍ତ୍ର ପରିଚୟ ରହିଛି। ପ୍ରାକୃତିକ ସୈାନ୍ଦର୍ଯ୍ୟ ସାଙ୍ଗକୁ ରଙ୍ଗବେରଙ୍ଗର ପକ୍ଷୀ ଓ ବିରଳ ପ୍ରଜାତିର ଡଲ୍ଫିନ୍ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ। ଇରାୱାଡି ପ୍ରଜାତିର ଡଲଫିନ୍ ଚିଲିକାରେ ଦେଖାଦେଇଥାଏ। ବିଶ୍ବରେ ହାତ ଗଣତି କେତୋଟି […]









