ଖାଉଟି କମିସନରେ ଡାକ ବିଭାଗ ଦଣ୍ଡିତ: ୨ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ ନିର୍ଦ୍ଦେଶ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. କଟକ : ପ୍ରିମିୟମ ପଇଠ କରିଥିବା ଗ୍ରାହକଙ୍କୁ ବୀମା ଯୋଜନାରେ ଅର୍ଥ ପ୍ରଦାନ ପ୍ରସଙ୍ଗରେ ଡାକ ବିଭାଗର ଅବହେଳା ଅଭିଯୋଗକୁ ଖାଉଟି ଅଦାଲତ ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି। ୨ଲକ୍ଷ ଟଙ୍କା କ୍ଷତିପୂରଣ ଦେବାପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଗ୍ରାମୀଣ […]









