ବିଶ୍ବବିଦ୍ୟାଳୟ ପାଖ ଗାଁ, ବିଦ୍ୟାଳୟ ହତା ମାଡ଼ିନାହାନ୍ତି ପିଲା
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ବାଲେଶ୍ବର, (ମନୋଜ ରାଉଳ) : ଯେଉଁଠି ବିଶ୍ବବିଦ୍ୟାଳୟ ଭଳି ଏକ ବୃହତ୍ ଶିକ୍ଷାନୁଷ୍ଠାନ ଛିଡ଼ା ହୋଇଛି, ଠିକ୍ ତା ପାଖ ଗାଁର ପିଲା ବିଦ୍ୟାଳୟ ମାଟି ମାଡ଼ିନାହାନ୍ତି। ରାତି ପାହିଲେ ବାପାମାଙ୍କ ସାଙ୍ଗରେ କିଏ ଦିନ ମଜୁରିଆ ଭାବେ ଖଟିବାକୁ ଯାଉଛି […]









