ସାହିତ୍ୟ ଏକାଡେମି ପୁରସ୍କାର ପାଇଁ ଜାରି ହେଲା ବିଜ୍ଞପ୍ତି
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଭୁବନେଶ୍ବର : ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର ଉପରୁ ଆଇନଗତ କଟକଣା ଉଠିବା ପରେ ଏବେ ସାହିତ୍ୟିକ ମହଲରେ ଆଶାର ସଞ୍ଚାର ହୋଇଛି। ଦୀର୍ଘ ଦିନ ହେବ ଅଟକି ରହିଥିବା ପୁରସ୍କାର ପ୍ରକ୍ରିୟା ପୁଣି ତ୍ବରାନ୍ବିତ ହୋଇଛି। ଆଜି ବିଭିନ୍ନ ସମ୍ବାଦପତ୍ରରେ […]









