ନୀଳଗିରି ତେଲର ରହିଛି ଏହିସବୁ ଫାଇଦା: ମଧୁମେହରୁ ନିମୋନିଆ ଯାଏଁ ଦୂର କରିଥାଏ ଅନେକ ସମସ୍ୟା
ଭୁବନେଶ୍ୱର ୧୯/୧୧ : ନୀଳଗିରି ତେଲର ଅନେକ ସ୍ୱାସ୍ଥ୍ୟଗତ ଲାଭ ରହିଛି। ନୀଳଗିରି ଗଛର ପତ୍ରଋ ବାହାରୁଥିବା ତେଲ ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦୂର କରିଥାଏ। ଏହି ତେଲ ଅନେକ ରୋଗ ଭଲ କରିଥାଏ। ନୀଳଗିରି ତେଲ ଅନେଲା ଔଷଧ ଓ ଜଡିବୁଟିରେ ବ୍ୟବହାର କରାଯାଏ। କିଛି ପରଫ୍ୟୁମରେ ମଧ୍ୟ ନୀଳଗିରି ତେଲ ବ୍ୟବହାର ହୋଇଥାଏ। ନୀଳଗିରି ତେଲର କଣ କଣ ଫାଇଦା ରହିଛି ଜାଣନ୍ତୁ : ୧. ତ୍ୱଚା ପାଇଁ ଲାଭଦାୟକ – ଯଦି ତ୍ୱଚା […]