ପାଳନ ହେବ ‘ଦୁର୍ଘଟଣାଜନିତ ମୃତ୍ୟୁ ଶୂନ୍ୟ ସପ୍ତାହ’
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ . ଭୁବନେଶ୍ବର : ଏପ୍ରିଲ ମାସର ପ୍ରଥମ ସପ୍ତାହ(୧ରୁ ୭ତାରିଖ) ରାଜ୍ୟ ସରକାର ପାଳନ କରିବାକୁ ଯାଉଛନ୍ତି ‘ଦୁର୍ଘଟଣା ଜନିତ ମୃତ୍ୟୁ ଶୂନ୍ୟ ସପ୍ତାହ’। ଏହି ସପ୍ତାହରେ ଯେପରି କୌଣସି ବ୍ୟକ୍ତି ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇବେ ନାହିଁ ତାହା ସୁନିଶ୍ଚିତ […]









