ଶିଳ୍ପାଞ୍ଚଳରେ ଅନ୍ଧବିଶ୍ବାସ: ଅପପୁଷ୍ଟିର ଶିକାର ଶିଶୁକୁ ଚେଙ୍କ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଯାଜପୁର : ଓଡ଼ିଶା ବିକାଶର ମଡେଲ ଯାଜପୁର ବୋଲି କୁହାଯାଉଛି। ଅଥଚ ଯାଜପୁର ଜିଲ୍ଲାରେ ଅବସ୍ଥିତ ଇସ୍ପାତ ରାଜଧାନୀ କଳିଙ୍ଗନଗର ଶିଳ୍ପାଞ୍ଚଳ ଓ ସର୍ବାଧିକ କ୍ରୋମାଇଟ୍ ଗଚ୍ଛିତ କାଳିଆପାଣି କ୍ରୋମ ଉପତ୍ୟକା ଅଞ୍ଚଳରେ ଅପପୁଷ୍ଟି ଓ ବାଲ୍ୟବିବାହ ଭଳି କଳଙ୍କ ସରକାରୀକଳ […]









