ତନିଶା ତନ୍ମୟାରୁ ସୀୟା
ଏବେ ଓଡ଼ିଆ ସିନେମାର ସଂଖ୍ୟା ଯେପରି ବଢ଼ିଛି, ଠିକ୍ ସେହିପରି ନୂଆ କଳାକାରଙ୍କ ତାଲିକା ଲମ୍ବିବାରେ ଲାଗିଛି। ଏହିକ୍ରମରେ ଆଗକୁ ବଡ଼ପରଦାକୁ ଆସୁଛନ୍ତି ଜଣେ ନବାଗତା, ଯାହାଙ୍କ ନାମ ସୀୟା। ତାଙ୍କର ପ୍ରକୃତ ନାମ ହେଲା ତନିଶା ତନ୍ମୟା, ମାତ୍ର ସ୍କ୍ରିନ୍ ନାଆଁ ରହିଛି ସୀୟା।ସୀୟା ଜଣେ ଓଡ଼ିଶୀ ନୃତ୍ୟଶିଳ୍ପୀ। ସେ ବ୍ରହ୍ମପୁରରେ ଆୟୋଜିତ ସୌନ୍ଦର୍ଯ୍ୟ ପ୍ରତିଯୋଗିତା ‘ମିସ୍ ସିଲ୍କସିଟି’ରେ ମିସ୍ ଫ୍ୟାସନ୍ ଆଇକନ୍ ଭାବେ ମନୋନୀତ ହୋଇଥିଲେ। ଅଭିନେତ୍ରୀ ହେବାର ଲକ୍ଷ୍ୟ ନେଇ ସିଦ୍ଧାର୍ଥ ଟିଭିରେ […]









