ଝିଅଙ୍କୁ ମିଳିବନି ବାପଘର ସମ୍ପତ୍ତି, ହୋଇପାରିବେନି ଉତ୍ତରାଧିକାରୀ: ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି
ଝିଅଙ୍କୁ ମିଳିବନି ବାପଘର ସମ୍ପତ୍ତି। ପୁଅ ଥିଲେ ଝିଅମାନେ ହୋଇ ପାରିବେନି ଘରର ଉତ୍ତରାଧିକାରୀ। ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ଛତିଶଗଡ଼ ହାଇକୋର୍ଟ। ପୈତୃକ ସମ୍ପତ୍ତିକୁ ନେଇ ଅଧିକାଂଶ ସମୟରେ ଦେଖା ଦେଉଛି ବିବାଦ। ଯାହା ସମାଧାନ ହେବା ପାଇଁ କୋର୍ଟ କଚେରୀରେ ଯ।ଇଁ ପହଞ୍ଚୁଛି। ପିତା ମାତାଙ୍କ ମୃତ୍ୟୁ ପରେ ସମ୍ପତ୍ତି ଲାଗି ଭାଇ-ଭଉଣୀଙ୍କ ମଧ୍ୟରେ ଏ ନେଇ ଅନେକ ସମୟରେ ଲାଗି ରହୁଛି ବିବାଦ। ଯ।ହାକୁ ନେଇ ଏବେ ଏକ ବଡ଼ ନିଷ୍ପତ୍ତି ଆସିଛି। […]









