ଅପରାଧ ରାଜ୍ୟ

ବିଭିନ୍ନ ଉନ୍ନତିମୂଳକ କାମରେ ଦୁର୍ନୀତି ଅଭିଯୋଗ : ଭିଜିଲାନ୍ସ ପକ୍ଷରୁ ତଦନ୍ତ ଆରମ୍ଭ

ନିଶ୍ଚିନ୍ତକୋଇଲି ୫।୮: କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ନେମାଳ ଓ ତିଳକଣା ପଞ୍ଚାୟତରେ ବିଭିନ୍ନ ଉନ୍ନତିମୂଳକ କାମରେ ଦୁର୍ନୀତିର ଅଭିଯୋଗ । କଟକ ଜିଲ୍ଲା ଭିଜିଲାନ୍ସର ଦୁଇ ଜଣିଆ ଟିମ୍ ତଦନ୍ତ ଆରମ୍ଭ କରିଛନ୍ତି । ଦୁଇଟି ପଂଚାୟତରେ ବର୍ଷକ ମଧ୍ୟରେ ସରକାରୀ ଯୋଜନାରେ ବିଭିନ୍ନ ପ୍ରକାରର ଉନ୍ନତିମୂଳକ କାର୍ଯ୍ୟ ନକରାଯାଇ ବିଲ୍ ହୋଇଥିବା ଅଭିଯୋଗ ହୋଇଥିଲା । ଏ ନେଇ କିଛି ସ୍ଥାନୀୟ ବାସିନ୍ଦା ଭିଜିଲାନ୍ସ ବିଭାଗରେ ଅଭିଯୋଗ କରିଥିଲା। ଏହାକୁ ଭିତ୍ତିକରି ଭିଜିଲାନ୍ସ ବିଭାଗର […]

ଅପରାଧ ରାଜ୍ୟ

ବ୍ୟାପକ ଜିଏସଟି ଠକେଇ ଅଭିଯୋଗ, ବୌଦ୍ଧ ସହରର ଦୁଇଟି ସ୍ଥାନରେ ଚଢାଉ ଜାରି

ବୌଦ୍ଧ ୫।୮: ବୌଦ୍ଧ ସହରରେ ଦୁଇଟି ସ୍ଥାନରେ ସମ୍ବଲପୁର ଜିଏସଟି ବିଭାଗ ପକ୍ଷରୁ ଚଢ଼ାଉ । ସିଦ୍ଧି ବିନାୟକ ଟେକ୍ସଟାଇଲ ଏବଂ ସିଂଘାଲ ଏଣ୍ଡ ସିଂଘାଲ ଟେକ୍ସଟାଇଲରେ ୧୦ଜଣିଆ ଟିମ୍ ର ଚଢ଼ାଉ । ବିପୁଳ ଜିଏସଟି ଠକେଇ ଅଭିଯୋଗରେ ଚଢ଼ାଉ ହୋଇଥିବା ସୂଚନା ମିଳିଛି । ଦୁଇଟି ସ୍ଥାନରେ ଜିଏସଟି ଟିମ୍‌ର କାଗଜପତ୍ର ଯାଞ୍ଚ କରାଯାଇଛି । ସୂଚନାଯୋଗ୍ୟ ଯେ, ବୌଦ୍ଧ ସହର ସ୍ଥିତ ଶ୍ରୀ ବିନାୟକ ଟେକ୍ସଟାଇଲ ଏବଂ ସିଂଘାଲ ଏଣ୍ଡ ସିଂଘାଲ ଟେକ୍ସଟାଇଲରେ […]

ଅପରାଧ ରାଜ୍ୟ

ହଷ୍ଟେଲରେ ଚିକିତ୍ସା ଅବହେଳା ଅଭିଯୋଗ, ଦ୍ବିତୀୟ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ

ନୀଳଗିରି ୫।୮: ହଷ୍ଟେଲରେ ରହୁଥିବା ଆଦିବାସୀ ଛାତ୍ରୀଙ୍କ ମୃତ୍ୟୁ । ଉତ୍ତମ ଚିକିତ୍ସା ଯୋଗାଇବା ବଦଳରେ ଗୁରୁତର ଛାତ୍ରଙ୍କୁ ଘରକୁ ପଠାଇ ଦେଇଥିଲେ ଶିକ୍ଷକ। ଆଉ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଦେଲେ ଛାତ୍ର । ଏଭଳି ଘଟଣା ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ଧୋବଶିଳା ପଞ୍ଚାୟତରେ ଘଟିଛି। ସୂଚନାଯୋଗ୍ୟ ଯେ, ଧୋବଶିଳା ପଞ୍ଚାୟତ ଖଇରିବଣୀଠାରେ ଥିବା ପ୍ରାଥମିକ ବିଦ୍ୟାଳୟରେ ଆଦିବାସୀ ହଷ୍ଟେଲ ରହିଛି । ନିକଟ ରାବିଡ଼ିସାହି ଗ୍ରାମର ପୂର୍ଣ୍ଣଚନ୍ଦ୍ର ସିଂଙ୍କ ୭ ବର୍ଷର ପୁଅ ତପୁ […]

ଦେଶ ବିଦେଶ ମନୋରଞ୍ଜନ

ପତ୍ନୀଙ୍କ ନାଁରେ ଗମ୍ଭୀର ଅଭିଯୋଗ ଆଣିଲେ କରଣ, କହିଲେ-ଯାହାକୁ ଭାଇ କହୁଥିଲେ ତା’ ସହ….

ମୁମ୍ବାଇ ୦୫।୦୮: ଷ୍ଟାର ପ୍ଲସରେ ପ୍ରସାରିତ ଟିଭି ଶୋ ‘ୟେ ରିସ୍ତା କ୍ୟା କେହଲାତା ହୈ’ ରେ ‘ନୈତିକ୍’ ଚରିତ୍ରକୁ କିଏ ବା ନଜାଣେ । ଘରେ ଘରେ ସେ ଥିଲେ ଫେମସ । ଅକ୍ଷରା-ନୈତିକ ଯୋଡିକୁ ଖୁବ ପସନ୍ଦ କରୁଥିଲେ ଦର୍ଶକ । ଅଭନୟ ସହ ତାଙ୍କ ରିଅଲ ଲାଇଫକୁ ନେଇ ଥିଲେ ବେଶ୍ ଚର୍ଚ୍ଚିତ ଥିଲେ ସେ । ନୈତିକ ଫେମ୍ କରଣ ମେହେରା ତାଙ୍କ ବୈବାହିକ ଜୀବନକୁ ନେଇ ଲାଇମ ଲାଇଟରେ ଥିଲେ […]

ଦେଶ ବିଦେଶ ମନୋରଞ୍ଜନ

ପ୍ରଥମ ଥର ସ୍କ୍ରିନ୍‌ ସେୟାର କରିବେ ସାହିଦ-କ୍ରିତି, ନିର୍ମାତା ଦିନେଶ ବିଜାନ୍‌ଙ୍କ ଏହି ଫିଲ୍ମରେ ଆସିବେ ନଜର

ମୁମ୍ବାଇ ୦୫।୦୮: ବଡ ପରଦାରେ ଦେଖିବାକୁ ମିଳିବ ସାହିଦ-କ୍ରିତିଙ୍କ ଯୋଡି । ବଲିଉଡ୍‌ର ଚକ୍‌ଲେଟ୍‌ ବୟ୍ ଭାବେ ପରିଚିତ ସାହିଦ୍‌ କପୁର । ସେ ଆରମ୍ଭରୁ ଇଣ୍ଡଷ୍ଟ୍ରିର ଜଣେ ସ୍ବିଟ୍‌ ଲଭର୍‌ବୟ୍‌ ରହିଆସିଛନ୍ତି। ହେଲେ ନିକଟରେ ଆସିଥିବା ତାଙ୍କ ଫିଲ୍ମ “କବୀର ସିଂ” ରେ ତାଙ୍କୁ ଏକ ନୁଆଁ ରୁପରେ ଦେଖିବାକୁ ମିଳିଥିଲା। ସେହିଭଳି “ମିମି” ସିନେମା ଜରିଆରେ କ୍ରିତି ସାନନ୍‌ ତାଙ୍କ ଅଭିନୟ ପାଇଁ ଖୁବ୍‌ ପ୍ରଶଂସା ସାଉଁଟିଥିଲେ। ଏବେ ପ୍ରଥମ ଥର ଏହି ଯୋଡିକୁ […]

ଅପରାଧ ରାଜ୍ୟ

ସ୍କୁଟି ସହ ୧୭ଲିଟର ମଦ ଜବତ : ଜଣେ ଗିରଫ, ଜଣେ ଫେରାର

ଚାନ୍ଦବାଲି ୫।୮: ଭଦ୍ରକ ଜିଲ୍ଲା ଧାମରା ନିକଟସ୍ଥ ଦୋସିଙ୍ଗା ବଜାରରୁ ୨ ଜଣ ଯୁବକ ଦୁଇ ପେଟି ମଦ ନେଇ ଆସୁଥିବା ବେଳେ ଚାନ୍ଦବାଲି ପୋଲିସ କୌଣସି ସୂତ୍ରରୁ ଖବର ପାଇ ଅଚାନକ ଚଢାଉ କରିଥିଲା । ଘଟଣାସ୍ଥଳରୁ ସ୍କୁଟି ସହ ୧୭ ଲିଟର ମଦ ଜବତ ସହ ୨ ଜଣକୁ ଗିରଫ କରି ଚାନ୍ଦବାଲି ଥାନା ଅଧିନସ୍ଥ ଗୋବିନ୍ଦପୁର ଥାନାକୁ ଆଣୁଥିବା ବେଳେ ଜଣେ ଯୁବକ ପୋଲିସ ହାତରୁ ଖସିଯାଇଥିବା ଜଣାପଡିଛି । ତେବେ ଦୋସିଙ୍ଗା […]

ଅପରାଧ ରାଜ୍ୟ

ଚିଙ୍ଗୁଡ଼ି ଘେରିକୁ କେନ୍ଦ୍ରକରି ବୋମାମାଡ, ଜଣେ ଆହତ

ବ୍ରହ୍ମଗିରି ୫।୮: ଚିଙ୍ଗୁଡ଼ି ଘେରିକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମୁହାଁମୁହିଁ । ଗୋଷ୍ଠୀ ସଂଘର୍ଷରୁ ବୋମାମାଡ ହୋଇଛି । ବୋମାମାଡରେ ଜଣେ ଆହତ ହୋଇଛନ୍ତି । ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ସିଆରା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସୂଚନାଯୋଗ୍ୟ ଯେ, ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ସିଆରା ଗାଁରେ ଚିଙ୍ଗୁଡ଼ି ଘେରିକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ଗୋଷ୍ଠୀ ସଂଘର୍ଷକୁ ନେଇ ବୋମାମାଡ଼ ହୋଇଛି । ବୋମାମାଡରେ […]

ଅପରାଧ ରାଜ୍ୟ

ଦେବ୍ରିଗଡ ଅଭୟାରଣ୍ୟରୁ ୫ ଶିକାରୀ ଗିରଫ, ସମ୍ବର ସିଙ୍ଘ ଜବତ

ସମ୍ବଲପୁର ୫।୮: ଦେବ୍ରିଗଡ ଅଭୟାରଣ୍ୟର ଚୌରାସିମାଲ ଅଞ୍ଚଳରୁ ୫ ଶିକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଏ ନେଇ ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ୍ ଡିଏଫଓ ସୂଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତ ହେଲେ ସୁଶୀଲ ବାଗ, ହୃଷିକେଶ ପ୍ରଧାନ, ପଞ୍ଚାନନ୍ ପ୍ରଧାନ, ମୁକେଶ ଭୋଇ, ସାନ୍ତନୁ ସାହୁ । ଶିକାର ଉଦ୍ଦେଶ୍ୟରେ ଏମାନେ ଡେବ୍ରିଗଡକୁ ପ୍ରବେଶ କରିଥିବା ଡିଏଫଓ କହିଛନ୍ତି । ଅଭିଯୁକ୍ତମାନଙ୍କ ଠାରୁ ୧୦ଟି ସମ୍ବର ସିଙ୍ଘ, ବଡ ଆକାରର ୫ଟି ଜୁଟ୍ […]

ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

ହାଓଲା ଅର୍ଥ କାରବାର ମାମଲା, ତିନି ଯୁବକକୁ ଉଠାଇନେଲା ହାଇଦ୍ରାବାଦ ପୋଲିସ

ସାଲେପୁର ୦୫/୦୮: କିଶନନଗର ଥାନା ବୋଧପୁର ଗ୍ରାମପଞ୍ଚାୟତ ଅଧିନସ୍ତ ନାନପୁର ଗ୍ରାମରୁ ୩ ଯୁବକଙ୍କୁ ଉଠାଇଲା ହାଇଦ୍ରାବାଦ ପୋଲିସ । ହାଓଲା ଅର୍ଥ କାରବାର ଅଭିଯୋଗରେ ହାଇଦ୍ରାବାଦ ପୋଲିସ ଗତକାଲି ସନ୍ଧ୍ୟାରେ କିଶନନଗର ଅଞ୍ଚଳର ୩ ଯୁବକଙ୍କୁ ଉଠାଇ ନେଇଛି । ସେମାନଙ୍କୁ କିଶନନଗର ଥାନାରେ ରଖି ପଚରା ଉଚରା କରିଛି । ସେମାନଙ୍କ ନିକଟରୁ ପୁଲିସ ଲ୍ୟାପଟପ,ଏଟିଏମ କାର୍ଡ, ମୋବାଇଲ ଫୋନ ଆଦି ଜବତ କରିଛି । ଏହି ୩ ଯୁବକଙ୍କ ମଧ୍ୟରେ ଦୁଇ ଭାଇ […]

ଅପରାଧ ଦେଶ ବିଦେଶ

ପ୍ରିୟଙ୍କାଙ୍କୁ ଜୋରଜବରଦସ୍ତ ଉଠାଇ ନେଲା ପୋଲିସ, ରାହୁଲ ଗାନ୍ଧି ଅଟକ

ନୂଆଦିଲ୍ଲୀ ୫।୮: ମୂଲ୍ୟବୃଦ୍ଧି ଓ ବେରୋଜଗାରୀ ବିରୋଧରେ କଂଗ୍ରେସ ଶୁକ୍ରବାର ସାରା ଦେଶରେ ବିକ୍ଷୋଭ କରୁଛି। ଏହି କ୍ରମରେ ରାଜଧାନୀ ଦିଲ୍ଲୀରେ ବିକ୍ଷୋଭ ପ୍ରଦର୍ଶନ କାଳରେ ପୋଲିସ ପ୍ରିୟଙ୍କା ଗାନ୍ଧି ଓ ଅନ୍ୟ କଂଗ୍ରେସ ନେତାଙ୍କୁ ପାର୍ଟି ମୁଖ୍ୟାଳୟ ବାହାରେ ଅଟକ କରିଛି। ପ୍ରିୟଙ୍କା ବାରିକେଡ ଉପରେ ଚଢି ଆରପଟକୁ ଯାଇ ଧାରଣା ଦେଇ ବସିଥିବା ବେଳେ ପୋଲିସ ସେଠାରୁ ତାଙ୍କୁ ଜୋରଜବରଦସ୍ତ ଉଠାଇ ନେଇଛି। ଏହା ପୂର୍ବରୁ ପୋଲିସ ରାହୁଲ ଗାନ୍ଧିଙ୍କୁ ଅଟକ କରିଥିଲା। କଂଗ୍ରେସର […]