ଏସସିବି ମେଡିକାଲ୍ ପରିସରରେ ଏକ୍ସପାରି ଔଷଧ ବିକ୍ରି ଅଭିଯୋଗ
କଟକ: ଏସସିବି ମେଡିକାଲ୍ ପରିସରରେ ଏକ୍ସପାରି ଔଷଧ ବିକ୍ରି ଅଭିଯୋଗ ହୋଇଛି। କଲ୍ୟାଣୀ ମେଡିକାଲ ଷ୍ଟୋର ଏକ୍ସପାରି ଔଷଧ ବିକ୍ରି ହେଉଥିବା ନେଇ ଅଭିଯୋଗ ଆସିଛି। ମେଡିକାଲ କର୍ତ୍ତୃପକ୍ଷଙ୍କ ନିକଟରେ ରୋଗୀଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି। ଅଗଷ୍ଟ ମାସର ଏକ୍ସପାରି ରକ୍ତଚାପ ଔଷଧ ବିକ୍ରି ହୋଇଥିଲା। Video Player 00:00 01:51 ଏନେଇ ଏସସିବି ପ୍ରଶାସନିକ ଅଧିକାରୀ ପ୍ରତିକ୍ରିୟା ଦେଇ କହିଛନ୍ତି, ଏ ନେଇ ଡ୍ରଗ କଣ୍ଟ୍ରୋଲ ବିଭାଗକୁ ଅବଗତ କରାଯିବ।