ପ୍ରଥମ ମ୍ୟାଚ୍ରେ ଅଭିଜ୍ଞ ବୋଲରଙ୍କ ଦବ୍ଦବା, ୪ ଓଭରରେ ଦେଲେ ମାତ୍ର ୮ ରନ୍
ଥିରୁଅନନ୍ତପୁରମ୍ ୨୯।୦୯ : ବୁଧବାରଠୁ ଆରମ୍ଭ ହୋଇଛି ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜ୍ । ପ୍ରଥମ ମ୍ୟାଚ୍ରେ ଭାରତୀୟ ଟିମ୍ ଦମ୍ଦାର ବିଜୟୀ ହୋଇଛି । ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ଟିମ୍କୁ ୮ ଓ୍ୱିକେଟ୍ରେ ପରାସ୍ତ କରିଛି ମେନ୍ ଇନ୍ ବ୍ଲ୍ୟୁ । ପ୍ରଥମ ମ୍ୟାଚ୍ରେ ଭାରତୀୟ ବୋଲରଙ୍କ ଦବ୍ଦବା ଦେଖିବାକୁ ମିଳିଛି । ଖାସ୍ କରି ଅଭିଜ୍ଞ ବୋଲର ରବିଚନ୍ଦ୍ରନ୍ ଅଶ୍ୱିନୀଙ୍କ ପ୍ରଦର୍ଶନ ବେଶ୍ ଉଚ୍ଚକୋଟୀର ଥିଲା । ପ୍ରଥମ ଦିନିକିଆରେ ଟସ୍ ଜିତି ଭାରତୀୟ […]